歌词
ଆଲୋ ରାନୁ
ଆଲୋ ରାନୁ ଏଆଡ଼େ ଟିକେ ଅନଉନୁ
ଏ ରା, ଏ ନୁ, ଏ ରାନୁ
ଆଲୋଲୋ ହୁଳହୁଳି କାଇଁ ପକଉଛୁ?
ଆଲୋ ହୁଳହୁଳି କାଇଁ ପକଉଛୁ?
ଯଉଦିନ ମୁଁ ଛାଡିଦେଲି school dress
ପଛେ-ପଛେ ପୁଅଙ୍କର ଲମ୍ବା race
Sweetbaby ପସନ୍ଦ ମୋର DJ bass
Mobile ରେ ଚାଲିଛି ମୋର daily case
ए मेरा राश्के कमर, मेरी जलती उमर
ଯିଏ ଦେଖେ ସିଏ କହେ हटके figure
କିଏ ଡାକେ baby-baby, କିଏ ଡାକେ जानू
ରାନୁଲୋ ରାନୁ (ରାନୁଲୋ ରାନୁ)
ଆଜିକାଲି ଭାରି ଦୁଷ୍ଟ ହେଲୁଣୁ
ରାନୁଲୋ ରାନୁ, ରାନୁଲୋ ରାନୁ
ଆଜିକାଲି ଭାରି ଦୁଷ୍ଟ ହେଲୁଣୁ
ଆଜିକାଲି ଭାରି ଦୁଷ୍ଟ ହେଲୁଣୁ
ସେ mobile ଫିଙ୍ଗି ଦିଅନ୍ତୁ, ତୁ ବାଟକୁ ଆସନ୍ତୁ
ଇଲୋ ବେକ ବଙ୍କା ହେଇଯିବଲୋ
ମୋ ନାଆଁରେ କେତେ ଖଟି ଚାଲିଲାଣି ଦିନ-ରାତି
ଭଲପିଲା ମୋ ପାଇଁକି ହେଲେଣିରେ ବଦଲବଟି
तेरी चढ़ती जवानी, मेरी चाल मस्तानी
Honey-honey ହସରେ ମୋ दिल है bunny-bunny
କିଏ କହେ ମରିଯିବି darling ତୋ ବିନା
ରାନୁଲୋ ରାନୁ (ରାନୁଲୋ ରାନୁ)
ଆଜିକାଲି ଭାରି ଦୁଷ୍ଟ ହେଲୁଣୁ
ରାନୁଲୋ ରାନୁ, ରାନୁ-ରାନୁ-ରାନୁ
ଆଜିକାଲି ଭାରି ଦୁଷ୍ଟ ହେଲୁଣୁ
ଆଜିକାଲି ଭାରି ଦୁଷ୍ଟ ହେଲୁଣୁ
କିଏ କେବେ ବୁଲିଲେଣି ମୋ ନାଁରେ tatto କରି
ଆଖିଠାରି କିଏ କହେ ବୁଲିଯିବା ଖଣ୍ଡଗିରି (ପିଟିଦେବି)
Oye! मेरी तिरछी नज़र ହାଏ ହେଲାଣି danger
ଯିଏ ଦେଖେ ବଢେ ତାର प्यार का बुखार
ତୁତ ମୋର ready ଟୋକା, romeo मजनू
ରାନୁଲୋ ରାନୁ (ରାନୁଲୋ ରାନୁ)
ଆଜିକାଲି ଭାରି ଦୁଷ୍ଟ ହେଲୁଣୁ
ରାନୁଲୋ ରାନୁ, ରାନୁ-ରାନୁ-ରାନୁ
ଆଜିକାଲି ଭାରି ଦୁଷ୍ଟ ହେଲୁଣୁ
ଆଜିକାଲି ଭାରି ଦୁଷ୍ଟ ହେଲୁଣୁ, ଯା'