歌曲 / 歌词

Tike Suniijiba Ki

Listen on Apple Music

歌词

ଟିକେ ଶୁଣିଯିବ କି? ଟିକେ ରହିଯିବ କି?
ଟିକେ ଶୁଣିଯିବ କି? ଟିକେ ରହିଯିବ କି?
ହେ ଟିକେ ଶୁଣିଯିବ କି? ଟିକେ ରହିଯିବ କି?
ଟିକେ ରହିଯିବ କି? ଟିକେ ଶୁଣିଯିବ କି?
କଉ ସାଇର, କଉ ଗଳିର, କାହା ଘର ଝିଅ ତମେ କହିଦବ କି?

ହେ ପଛରେ ଦେଖି ଡ଼ାକିଦେଲେ ରହିଯିବ କି?
ମୋ ସାଥିରେ film ଦେଖି ଆଜି ଯିବକି?
କ'ଣ ତମ ଦେହ ଭଲ ନାହିଁ କି?
କଉ ସାଇର, କଉ ଗଳିର, କାହା ଘର ଝିଅ ତମେ କହିଦବ କି?
କଉ ସାଇର, କଉ ଗଳିର, କାହା ଘର ଝିଅ ତମେ କହିଦବ କି?
ଦେଖୁ ଦେଖୁ ଆଜି ତମକୁ ଛାତି ଧକ-ଧକ ହଉଛି
ମନ ସକ-ସକ ହଉଚି, ସବୁ କଥା ଭୁଲି ଯାଉଛି
ହେ ଦେଖୁ ଦେଖୁ ଆଜି ତମକୁ ଛାତି ଧକ-ଧକ ହଉଛି
ମନ ସକ-ସକ ହଉଚି, ସବୁ କଥା ଭୁଲି ଯାଉଛି
ମା' ରାଣ, ବୋପା ରାଣ ଛାଡ଼ିବି ନାହିଁ ଜମା
ତୁମ ପାଇଁ ସବୁ ସାହିରେ ଫୁଟେଇଦେବି ବୋମା
ହେ, ମା' ରାଣ, ବୋପା ରାଣ ଛାଡ଼ିବି ନାହିଁ ଜମା
ତୁମ ପାଇଁ ସବୁ ସାହିରେ ଫୁଟେଇଦେବି ବୋମା
କ'ଣ ଆଉ କିଛି ଭୁଲିଗଲ କି?
କଉ ସାଇର, କଉ ଗଳିର, କାହା ଘର ଝିଅ ତମେ କହିଦବ କି?
କଉ ସାଇର, କଉ ଗଳିର, କାହା ଘର ଝିଅ ତମେ କହିଦବ କି?
ହେ ପଛରେ ଦେଖି ଡ଼ାକିଦେଲେ ରହିଯିବ କି?
ମୋ ସାଥିରେ film ଦେଖି ଆଜି ଯିବକି?
କ'ଣ କିଛି ଖରାପ ଭାବିଲ କି?