歌曲 / 歌词

Joudina To Premare-Duet

Listen on Apple Music

歌词

ଯଉଦିନ ତୋ ପ୍ରେମରେ, ଯଉଦିନ ତୋ ପ୍ରେମରେ ହସି-ହସି ଗଲି ମୁଁ ଡୁବି
ଏ ଦିଲ ହେଲା शराबी-शराबी
ଏ ଦିଲ ହେଲା शराबी-शराबी
ଯଉଦିନ ମୋ ଆଖିରେ, ଯଉଦିନ ମୋ ଆଖିରେ ଆଙ୍କିଦେଲି ତୋରି ଛବି
ଏ ଦିଲ ହେଲା गुलाबी-गुलाबी
ଏ ଦିଲ ହେଲା गुलाबी-गुलाबी
ମୋତେ ଯେବେ ଦେଲୁ ଚାହିଁ ନିଶା ମୋତେ ଗଲା ହେଇ
ପାଦ ମୋର ଟଳ-ମଳ କୁଆଡେ ଯିବି?
ଏ ଦିଲ ହେଲା शराबी-शराबी
ଏ ଦିଲ ହେଲା शराबी-शराबी
ଏ ଦିଲ ହେଲା गुलाबी-गुलाबी
ଏ ଦିଲ ହେଲା गुलाबी-गुलाबी
ଆଜିକାଲି ଭୁଲିଗଲି ରାତିରେ ଶୋଇବା
ଅଭ୍ୟାସରେ ପଡିଗଲା ତୋ କଥା ଭାବିବା
ହୋ ଭାବୁ-ଭାବୁ ତୋ କଥା ମୁଁ ଝୁଣ୍ଟେ ବାଟସାରା
ଦୁନିଆଟା ଲାଗେ ମୋତେ ନିଆରା-ନିଆରା
ଯାଏ ଆଜି ଯଉଆଡ଼େ ତୋ କଥା ହିଁ ମନେପଡେ
ନିଜ ନାଁ ଭୁଲିଯାଏ ତୋ କଥା ଭାବି
ଏ ଦିଲ ହେଲା शराबी-शराबी
ଏ ଦିଲ ହେଲା शराबी-शराबी
ଏ ଦିଲ ହେଲା गुलाबी-गुलाबी
ଏ ଦିଲ ହେଲା गुलाबी-गुलाबी
ଏତେ ରଙ୍ଗ ଏତେ ନିଶା ତୋ ପ୍ରେମରେ ହାଏ
ମୋ ଘରକୁ ଫେରିବାର ବାଟ ଭୁଲିଯାଏ
ହୋ ସବୁ ବାଟେ, ସବୁ ମୋଡେ ହୁଏ ଦେଖା ତୋର
ନିଜ ନାଁ ତୋ ପ୍ରେମରେ ଭୁଲେ ବାର-ବାର
ଯଉଦିନ ଆସିଲୁ ତୁ, ସବୁ ଋତୁ ପ୍ରେମଋତୁ
ମନ କହେ ତୋ ପାଖରେ ଏମିତି ଥିବି
ଏ ଦିଲ ହେଲା गुलाबी-गुलाबी
ଏ ଦିଲ ହେଲା गुलाबी-गुलाबी
ଏ ଦିଲ ହେଲା शराबी-शराबी
ଏ ଦିଲ ହେଲା शराबी-शराबी