歌曲 / 歌词

Mote Sunapila

Listen on Apple Music

歌词

ମୋତେ ସୁନାପିଲା କରିଦେ ରେ ସୁନା ଠାକୁର
ମୋତେ ସୁନାପିଲା କରିଦେ ରେ ସୁନା ଠାକୁର
ବାପା କହିଛନ୍ତି ସୁନା ପିଲା ହେଲେ ମୋତେ ନେଇ ଦେଖେଇବେ
ବାପା କହିଛନ୍ତି ସୁନା ପିଲା ହେଲେ ମୋତେ ନେଇ ଦେଖେଇବେ
ସୁନା ବେଶ ଟି ତୋର
ମୋତେ ସୁନାପିଲା କରିଦେ ରେ ସୁନା ଠାକୁର
ମୋତେ ସୁନାପିଲା କରିଦେ ରେ ସୁନା ଠାକୁର