歌词
ଲବଙ୍ଗଲତା ମୋର୍ ଗଜମୁକୁତାରେ
କହ ପଦେ ମିଠା କଥା (ଉହୁଁ)
ଏ ଲବଙ୍ଗଲତା ମୋର୍ ଗଜମୁକୁତା ଲୋ
କହ ପଦେ ମିଠା କଥା
ଭାବନିଆଲୀ ଚହଟ ମଲି ଭାଲି ଭାଲି କାଲି
ନାଇଁ ମୁଁଜି ଆଁଖି ପତା (ଯା, ଯା)
ତୋର୍ ବିନା ଧନ ନାଇ ବୁଝେ ମନ
ତୋର୍ ବିନା ଧନ ନାଇ ବୁଝେ ମନ
ତରା ଗନେ ରାଏତ୍ ସରତା ଲୋ
ଫୁଲରସିଆ ମୋର୍ ମନବସିଆରେ
କାହିଁ ଜାନବୁ ମନର୍ କଥା (ଆଛା)
ଫୁଲରସିଆ ମୋର୍ ମନବସିଆରେ
କାହିଁ ଜାନବୁ ମନର୍ କଥା
ତତେ ଝୁରି ଝୁରି ମନ୍ ହୁଏ ଘାରି
ସବୁ ଲାଗେ ବିସ୍ ପିତା (ସତେ)
କରୁଛେଁ କିରିଆ ଆରେ ଦଗାଦିଆ
କରୁଛେଁ କିରିଆ ଆରେ ଦଗାଦିଆ
ତୋ ଠାନେ ନାଇଁ ହୁଏ କଥାରେ
ଲବଙ୍ଗଲତା ମୋର୍ ଗଜ ମୁକୁତାରେ
କହ ପଦେ ମିଠା କଥା
ଏ ଫୁଲରସିଆ ମୋର ମନବସିଆରେ
ନାଇଁ ହୁଏ ଆରୁ କଥା
ମୁହୁଁ ଦରପନ ସୁରୁତା କରି ଲୋ
ରାତି ନାଇଁ ପଡ଼େ ଝୁମୁରା
ମୁହୁଁ ଦରପନ ସୁରୁତା କରି ଲୋ
ରାତି ନାଇଁ ପଡ଼େ ଝୁମୁରା
କିଏ ଆନି ମୋତେ ଅମୁର୍ତ ଦେଲେ ବି
କିଏ ଆନି ମୋତେ ଅମୁର୍ତ ଦେଲେ ବି
ତୋର୍ ବିନା ଲାଗେ ମହରା
ବରପାଲିଆ ମଠା ପରେ ଦେଉଥିଲୁ ମୋତେ
ତରଘା ହାଟର୍ ପାନ୍ ପତରି ଦେମୁଁ ବଇଲୁ ସତେ
ମାନିଯା ମାନିଯା କହୁଛେଁ ବୁଝେଇ
ମାନିଯା ମାନିଯା କହୁଛେଁ ବୁଝେଇ
ଆଉ ନାଇଁ ମୋତେ ତୁ ଶତା ଲୋ
ଫୁଲରସିଆ ମୋର୍ ମନବସିଆରେ
ନାଇଁ ହୁଏ ଆରୁ କଥା
ଏ ଲବଙ୍ଗଲତା ମୋର୍ ଗଜମୁକୁତା ଲୋ
କହ ପଦେ ମିଠା କଥା
ଜନ୍ ସଙ୍ଗେ କଇଁ, କାହୁ ସାଙ୍ଗେ ରାଇ
ସରଗେ ସୁନ୍ଦର ତରା
ଜନ୍ ସଙ୍ଗେ କଇଁ, କାହୁ ସାଙ୍ଗେ ରାଇ
ସରଗେ ସୁନ୍ଦର ତରା
ବଉଲି ମହୁଲି ପବନ୍ ହେଲେ ମୁଇଁ
ବଉଲି ମହୁଲି ପବନ୍ ହେଲେ ମୁଇଁ
ତୁଇ ମୋର୍ କଅଁଲି ଖରା
ଝରା ଗୁନା ନାକ୍ ପୁଟୁକି, ଖୁସା କେ ବାଉଁରି
ଆହା, ଆନି ଦେମି ନନୀ ଗା ତୋର୍ ଗୁଡ଼ କେ ପଇଁରି
ନାରେ ନାରେ ପିଲା ନାରେଙ୍ଗି ଖୁଆଲୁ
ନାରେ ନାରେ ପିଲା ନାରଙ୍ଗି ଖୁଆଲୁ
କହିଁ କଅଁଲିଆ କଥାରେ
ଲବଙ୍ଗଲତା ମୋର୍ ଗଜମୁକୁତା ଲୋ
କହ ପଦେ ମିଠା କଥା
ଏ ଫୁଲରସିଆ ମୋର୍ ମନବସିଆରେ
ନାଇଁ ହୁଏ ଆରୁ କଥା
ସବୁ ରୁପ ଗୁନ ବିଧାତା ଗୁଟେଇ
ତୋହର୍ ନେ କରିଛେ ଠୁଲ
ସବୁ ରୁପ ଗୁନ ବିଧାତା ଗୁଟେଇ
ତୋହର୍ ନେ କରିଛେ ଠୁଲ
ରୁପ ଆକାଶର ଚନ୍ଦରମା ତୁଇ ଲୋ
ରୁପ ଆକାଶର ଚନ୍ଦରମା ତୁଇ ଗା
କିଏ ହେବା ତୋର୍ ତୁଲ?
ଦୁଇ ଧନ ମୋର୍ ପିଞ୍ଜିରି ମୁଁଇ ତୋର ସାରୀ
ଆମେ ଦୁହେଁ ଉଡ଼ି ଜିମା ହେଇ ଯୁରା ଯୁରି
ଯୁଗେ ଯୁଗେ ଧନ ଯୁଗଲ ମିଲନ
ଯୁଗେ ଯୁଗେ ଧନ ଯୁଗଲ ମିଲନ
ଲୁକେ ହେଉ ଥିବେ କଥା ରେ
ଲବଙ୍ଗଲତା ମୋର୍ ଗଜମୁକୁତା ଲୋ
କହ ପଦେ ମିଠା କଥା (ଉଁହୁଁ)
ଏ ଲବଙ୍ଗଲତା ମୋର୍ ଗଜମୁକୁତା ଲୋ
କହ ପଦେ ମିଠା କଥା
ଭାବନିଆଲୀ ଚହଟ ମଲି ଭାଲି ଭାଲି କାଲି
ନାଇଁ ମୁଁଜି ଆଁଖି ପତା (ଯା, ଯା)
ତୋର୍ ବିନା ଧନ ନାଇ ବୁଝେ ମନ
ତୋର୍ ବିନା ଧନ ନାଇ ବୁଝେ ମନ
ତରା ଗନେ ରାଏତ୍ ସରତା ଲୋ
ଫୁଲରସିଆ ମୋର୍ ମନବସିଆରେ
କାହିଁ ଜାନବୁ ମନର୍ କଥା (ଆଛା)
ଫୁଲରସିଆ ମୋର୍ ମନବସିଆରେ
କାହିଁ ଜାନବୁ ମନର୍ କଥା
ତତେ ଝୁରି ଝୁରି ମନ୍ ହୁଏ ଘାରି
ସବୁ ଲାଗେ ବିସ୍ ପିତା (ସତେ)
କରୁଛେଁ କିରିଆ ଆରେ ଦଗାଦିଆ
କରୁଛେଁ କିରିଆ ଆରେ ଦଗାଦିଆ
ତୋ ଠାନେ ନାଇଁ ହୁଏ କଥାରେ
ଲବଙ୍ଗଲତା ମୋର୍ ଗଜମୁକୁତା ଲୋ
କହ ପଦେ ମିଠା କଥା
ଏ ଫୁଲରସିଆ ମୋର୍ ମନବସିଆରେ
ନାଇଁ ହୁଏ ଆରୁ କଥା