歌曲 / 歌词

Tu Ki Sei Sapan Pari

Listen on Apple Music

歌词

ତୁ କି ସେଇ ସପନ ପରୀଟେ?
ଯାହାକୁ ଏତେ ମୁଁ ଖୋଜିଛି
ତୋ ପ୍ରେମର ଅବିର ଛିଟାରେ
ଆଜି ଏ ଜୀବନ ଭିଜୁଛି
ଓ, ତୁ କି ସେଇ ସପନ ପରୀଟେ?
ଯାହାକୁ ଏତେ ମୁଁ ଖୋଜିଛି
ତୋ ପ୍ରେମର ଅବିର ଛିଟାରେ
ଆଜି ଏ ଜୀବନ ଭିଜୁଛି
ଚାଲୁ ଚାଲୁ ବାଟ ସରେ ତୋ କଥା ଭାବି
ଟୋପା ଟୋପା କାକରରେ ଆଙ୍କେ ତୋ ଛବି
ତତେ ପାଇ ଲାଗେ ମୋତେ ସ୍ୱର୍ଗ ପାଇ ଯାଇଛି
Why for I do feel you, feel you
In shining morning, oh my love?
Why for I do feel you, feel you
In lonely lonely night, oh my love?
Why for I do feel you, feel you
In shining morning, oh my love?
Why for I do feel you, feel you
In lonely lonely night, oh my love?