歌曲 / 歌词

Keri Keri Suna Duba

Listen on Apple Music

歌词

କେରି କେରି ସୁନା ଦୂବ ଲୋ ସଜନୀ
କେରି କେରି ସୁନା ଦୂବ
କେରି କେରି ସୁନା ଦୂବ ଲୋ ସଜନୀ
କେରି କେରି ସୁନା ଦୂବ
ଶୀଜଗନ୍ନାଥଙ୍କୁ ସୁମରଣା କଲେ
ଶୀଜଗନ୍ନାଥଙ୍କୁ ସୁମରଣା କଲେ
ସବୂ ଅନୁକୁଳ ହୁଏ ଶୁଭ
କେରି କେରି ସୁନା ଦୂବ ଲୋ ସଜନୀ
କେରି କେରି ସୁନା ଦୂବ
କେରି କେରି ସୁନା ଦୂବ ଲୋ ସଜନୀ
କେରି କେରି ସୁନା ଦୂବ
ବଡ ଅନୁଭବୀ ଠାକୁର ସିଏ ଲୋ
କଥା ପଚାରିଲେ ଉତ୍ତର ଦିଏଲୋ
ବଡ ଅନୁଭବୀ ଠାକୁର ସିଏ ଲୋ
କଥା ପଚାରିଲେ ଉତ୍ତର ଦିଏଲୋ
ତା ମହିମା କଥା ଜାଣେ ତ ଜଗତ
ସେ ଲାଗି ପରା ସେ ଜଗତର ନାଥ
ଦେଖି ଦେଖି ବଢେ ଲୋଭ ଲୋ ସଭନୀ
ଦେଖି ଦେଖି ବଢେ ଲୋଭ
ଦେଖି ଦେଖି ବଢେ ଲୋଭ ଲୋ ସଭନୀ
ଦେଖି ଦେଖି ବଢେ ଲୋଭ
କଳା ଶ୍ରୀମୁଖ ମୋ ଆଖିର ପଲକ
କଳା ଶ୍ରୀମୁଖ ମୋ ଆଖିର ପଲକ
ତାପରି କିଏ ସେ ଆଉ ହେବ
କେରି କେରି ସୁନା ଦୂବ ଲୋ ସଜନୀ
କେରି କେରି ସୁନା ଦୂବ
ନୀଳାଚଳ ଧାମେ ଦେଉଳ ତାର ଲୋ
ଭକତଙ୍କୁ ଟାଣେ ତାହାରି ଡୋର ଲୋ
ନୀଳାଚଳ ଧାମେ ଦେଉଳ ତାର ଲୋ
ଭକତଙ୍କୁ ଟାଣେ ତାହାରି ଡୋର ଲୋ
ଆପଦେ ବିପଦେ ହୁଏ ସେ ସାହାତ
ରତନ ବେଦୀରୁ ବଢାଇ ତା ହାତ
ଡାକି ଡାକି ବୂଝେ ଦୂଃଖ ଲୋ ସଜନୀ
ଡାକି ଡାକି ବୂଝେ ଦୂଃଖ
ଡାକି ଡାକି ବୂଝେ ଦୂଃଖ ଲୋ ସଜନୀ
ଡାକି ଡାକି ବୂଝେ ଦୂଃଖ
ଭାବବିନୋଦିଆ ଠାକୁର ସିଏଲୋ
ଭାବବିନୋଦିଆ ଠାକୁର ସିଏଲୋ
ଭକତଟି ତାର ବଡ ଭାବ
କେରି କେରି ସୁନା ଦୂବ ଲୋ ସଜନୀ
କେରି କେରି ସୁନା ଦୂବ
କେରି କେରି ସୁନା ଦୂବ ଲୋ ସଜନୀ
କେରି କେରି ସୁନା ଦୂବ
ଶୀଜଗନ୍ନାଥଙ୍କୁ ସୁମରଣା କଲେ
ଶୀଜଗନ୍ନାଥଙ୍କୁ ସୁମରଣା କଲେ
ସବୂ ଅନୁକୁଳ ହୁଏ ଶୁଭ
କେରି କେରି ସୁନା ଦୂବ ଲୋ ସଜନୀ
କେରି କେରି ସୁନା ଦୂବ
କେରି କେରି ସୁନା ଦୂବ ଲୋ ସଜନୀ
କେରି କେରି ସୁନା ଦୂବ
କେରି କେରି ସୁନା ଦୂବ ଲୋ ସଜନୀ
କେରି କେରି ସୁନା ଦୂବ