歌词
ପୁଚୁକି ଗାଲି ଫେସନ ବାଲି
ଚାଲି ତୋ ବମ୍ବେ ଦିଲ୍ଲୀ
ମୋ ବୋପାଲା
ଆଲୋ ଚଗଲି ରାଗ ତୋ ନାଲି
କଥା ବନ୍ଧୁକ ଗୁଳି
ମୋ ବୋପାଲୋ
ସବୁ ଝିଅଙ୍କ ଗୋଟିଏ ରୋଗ
ନାକ ଆଗରେ ତାଙ୍କରି ରାଗ
ଛୁଉଁ ଛୁଉଁ ଦେବେ ଠେଲି
ମୋ ବୋପାଲୋ
(ମୋ ବୋପାଲୋ)
ପୁଚୁକି ଗାଲି ଫେସନ ବାଲି
ଚାଲି ତୋ ବମ୍ବେ ଦିଲ୍ଲୀ
ମୋ ବୋପାଲୋ
(ମୋ ବୋପାଲୋ)
ଗୋରୀ ତୁ ସତେ ଲୋଟଣି ପାରା
କେବେ ମୋ ହାତେ ଦବୁ ଲୋ ଧରା
ମତେ ଦେଖେଇ ଛଟକ ଛଇ
ଫସେଇ ଦେଲୁ ଆଖୁ ନଚେଇ
ସବୁ ଝିଅଙ୍କ ପୁରୁଣା ଖୋଇ
ଭିତରେ ହବୁ ଉପରେ ନାଇ
ମିଛେ ମିଛେ ଦେବେ ଗାଳି
(ମୋ ବୋପାଲୋ)
ପୁଚୁକି ଗାଲି ଫେସନ ବାଲି
ଚାଲି ତୋ ବମ୍ବେ ଦିଲ୍ଲୀ
(ମୋ ବୋପାଲୋ)
ହୋହୋ-ହୋହୋ
ହୋହୋ-ହୋହୋ ହୋ, ହୋ, ହୋ
କହୁଚି ଆଜି, ରଖିଥା ମନେ
ଉଡେଇ ନେବି ତତେଲୋ ଦିନେ
ସହର ସାରା ପଡ଼ିବ ହୁରି
ତତେଲୋ କିଏ କରିଚି ଚୋରି?
ସବୁ ଝିଅଙ୍କ ଗୋଟିଏ ଦୋଷ
ଆଗରେ କାନ୍ଦ, ପଛରେ ହସ
ଗୋଡ଼େଇ ଗୋଡ଼େଇ ମଲି
ମୋ ବୋପାଲୋ
(ମୋ ବୋପାଲୋ)
ପୁଚୁକି ଗାଲି ଫେସନ ବାଲି
ଚାଲି ତୋ ବମ୍ବେ ଦିଲ୍ଲୀ
(ମୋ ବୋପାଲା)
ଆଲୋ ଚଗଲି ରାଗ ତୋ ନାଲି
କଥା ବନ୍ଧୁକ ଗୁଳି
(ମୋ ବୋପାଲା)
ମୋ ବୋପାଲା
(ମୋ ବୋପାଲୋ)
ମୋ ବୋପାଲୋ
(ମୋ ବୋପାଲୋ)
ମୋ ବୋପାଲୋ
(ମୋ ବୋପାଲୋ)
ମୋ ବୋପାଲୋ